ଗଜପତି ୧୦/୦୭: ଗଜପତି ଜିଲ୍ଲା ଅଡବା ଥାନା ଡମ୍ବଗୁଡା ଗାଁ ବିଶ୍ରାମାଗାର ନିକଟରୁ ଏକ ମିନି ଟ୍ରକ ସହ ବିପୁଳ ପରିମାଣର କାଠ ଗଣ୍ଡି ଜବତ କରିଛି ମୋହନା ବନ ବିଭାଗ । ଏହି ଘଟଣାରେ ୨ ଜଣ କାଠ ମାଫିଆକୁ ଗିରଫ କରାଯାଇଛି । ଗିରଫ ମାନେ ଖଜୁରିପଦା ଅଞ୍ଚଳର ତିମି ଗମାଙ୍ଗ ହୋଇଥିବା ବେଳେ ଅନ୍ୟ ଜଣକ ପରିଚୟ ମିଳିନି ।
୩୬ ଟି ମୂଲ୍ୟବାନ ସାଗୁଆନ ଗଣ୍ଡି ମିନି ଟ୍ରକରେ ପାଣିଗଣ୍ଡା ଅଞ୍ଚଳରୁ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ଆଜି ଭୋର ସମୟରେ ଡମ୍ବଗୁଡା ନିକଟରେ ଜବତ କରିଛି ବନ ବିଭାଗ ।
from Prameya News7 https://ift.tt/3APC1KE
ଗଜପତିରୁ ବିପୁଳ ପରିମାଣର କାଠ ଜବତ, ୨ ମାଫିଆ ଗିରଫ
Reviewed by SUBHENDU BARAL
on
July 09, 2021
Rating:

No comments: