ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଜାରି : ଟ୍ରମ୍ପ ସମର୍ଥକଙ୍କ କ୍ୟାପିଟାଲ ବିଲଡିଂରେ ହିଂସା, ପୁଲିସ ସହ ମୁହାଁମୁହିଁ; ଜଣେ ମୃତ, ଅନେକ ଆହତ Kanak News

କନକ ବ୍ୟୁରୋ : ଆମେରିକା କଂଗ୍ରେସରେ ଇକେଟରାଲ କଲେଜ ପାଇଁ ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହଙ୍ଗାମା କରିଛନ୍ତି । ହଙ୍ଗାମା ଓ ହିଂସା ଯୋଗୁଁ ଯୋଗୁଁ ୱାଂଶିଟନ ଡିସିରେ ସ୍ଥିତି ବିଗିଡିବା ଯୋଗୁଁ ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ଟ୍ରମ୍ପ ସମର୍ଥକ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଅନେକ ଆହତ ହୋଇଛନ୍ତି । ଜଣେ ମହିଳାଙ୍କ ଦେହରେ ଗୁଳିବାଜିବାରୁ ସେ ପ୍ରାଣ ହରାଇଛନ୍ତି । ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଛି । ଟ୍ରମ୍ପ ନିଜ ସମର୍ଥକଙ୍କ ଶାନ୍ତି ବଦାୟ ରଖିବାକୁ ଅପିଲ କରିଛନ୍ତି ।



from Kanak News https://ift.tt/3olJKJz https://ift.tt/35kBiD8
ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଜାରି : ଟ୍ରମ୍ପ ସମର୍ଥକଙ୍କ କ୍ୟାପିଟାଲ ବିଲଡିଂରେ ହିଂସା, ପୁଲିସ ସହ ମୁହାଁମୁହିଁ; ଜଣେ ମୃତ, ଅନେକ ଆହତ Kanak News ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଜାରି : ଟ୍ରମ୍ପ ସମର୍ଥକଙ୍କ କ୍ୟାପିଟାଲ ବିଲଡିଂରେ ହିଂସା, ପୁଲିସ ସହ ମୁହାଁମୁହିଁ; ଜଣେ ମୃତ, ଅନେକ ଆହତ Kanak News Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.