ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ Rajalaxmi Sahoo

ବାଲେଶ୍ୱର: ଭାରସାମ୍ୟ ହରାଇ ଧାନ ବିଲକୁ ଯାତ୍ରୀବାହୀ ବସ୍‌ ଓଲଟିଲା ପଡ଼ିବା ଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ବସ୍‌ଟି କଷାଫଳ ମୁହାଣରୁ ବାଲେଶ୍ୱର ଆସୁଥିଲା। ଏହି ସମୟରେ ବସ୍‌ଟି ଭାରସାମ୍ୟ ହରାଇ ଡିଗିରିବାହୀ ଛକ ନିକଟରେ  ଓଲଟି ପଡ଼ିଥିବା ସୂଚନା ମିଳିଛି।

ଆହତ ୫ ଯାତ୍ରୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି।ବସ୍‌ରେ ୨୦ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

The post ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ appeared first on OTV Khabar..



from OTV Khabar. https://ift.tt/2ItCDPm
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ Rajalaxmi Sahoo ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ Rajalaxmi Sahoo Reviewed by SUBHENDU BARAL on October 13, 2020 Rating: 5

No comments:

Powered by Blogger.