ଗୁରୁବାର ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ : ଦ୍ୱିତୀୟ ବିତର୍କ ସମୟରେ ହେବ ମ୍ୟୁଟ ବଟନର ବ୍ୟବହାର; ୧୫ମିନିଟର ସେଗମେଂଟ ବେଳେ ପ୍ରାର୍ଥୀଙ୍କୁ କହିବାର ସୁଯୋଗ ଦେବା ପାଇଁ ମ୍ୟୁଟ ବଟନର ବ୍ୟବହାର କରିବାକୁ ସିପିଡି ନିଷ୍ପତ୍ତି Kanak News

କନକ ବ୍ୟୁରୋ : ଗୁରୁବାର ଦିନ ପାରମ୍ପାରିକ ବିତର୍କରେ ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ । ନିର୍ବାଚନ ପୂର୍ବରୁ ଆମେରିକାରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ହୋଇଥାଏ । ଏବେ ପ୍ରଥମ ଥର ଲାଗି ଏହି ବିତର୍କ ସମୟରେ ମ୍ୟୁଟ ବଟନର ବ୍ୟବସ୍ଥା କରାଯାଛି ।

ପ୍ରଥମ ପର୍ଯ୍ୟାୟ ବିତର୍କରେ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଂଚିଯାଇଥିଲା । ଏହାକୁ ଆଖି ଆଗରେ ରଖି ପ୍ରଥମ ଥର ପାଇଁ ଏହି ବିତର୍କ ସମୟରେ ଏକ ମ୍ୟୁଟ ବଟନ୍ର ବ୍ୟବସ୍ଥା କରାଯାଇଛି ।



from Kanak News https://ift.tt/3odIskr https://ift.tt/37qi80d
ଗୁରୁବାର ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ : ଦ୍ୱିତୀୟ ବିତର୍କ ସମୟରେ ହେବ ମ୍ୟୁଟ ବଟନର ବ୍ୟବହାର; ୧୫ମିନିଟର ସେଗମେଂଟ ବେଳେ ପ୍ରାର୍ଥୀଙ୍କୁ କହିବାର ସୁଯୋଗ ଦେବା ପାଇଁ ମ୍ୟୁଟ ବଟନର ବ୍ୟବହାର କରିବାକୁ ସିପିଡି ନିଷ୍ପତ୍ତି Kanak News ଗୁରୁବାର ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ : ଦ୍ୱିତୀୟ ବିତର୍କ ସମୟରେ ହେବ ମ୍ୟୁଟ ବଟନର ବ୍ୟବହାର; ୧୫ମିନିଟର ସେଗମେଂଟ ବେଳେ ପ୍ରାର୍ଥୀଙ୍କୁ କହିବାର ସୁଯୋଗ ଦେବା ପାଇଁ ମ୍ୟୁଟ ବଟନର ବ୍ୟବହାର କରିବାକୁ ସିପିଡି ନିଷ୍ପତ୍ତି Kanak News Reviewed by SUBHENDU BARAL on October 20, 2020 Rating: 5

No comments:

Powered by Blogger.