ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ : ଦୁଇ ଦଶନ୍ଧି ଧରି କ୍ଷମତା ବଳୟରେ  ଥାଇ ସାଜିଲେଣି ଲୋକଙ୍କ ନେତା  Kanak News

କନକ ବ୍ୟୁରୋ : ୧୯୯୭ରେ ପ୍ରତିଷ୍ଠା ହୋଇଥିବା ଆଂଚଳିକ ଦଳ ବିଜେଡିକୁ ଯେତିକି ବର୍ଷ, ଏହାର ସଭାପତି ଭାବେ ନବୀନଙ୍କ କାର୍ଯ୍ୟକାଳ ମଧ୍ୟ ସେତିକି ଲମ୍ବା । ଆସିକା ଉପନିର୍ବାଚନରେ ବିଜୟ ଲାଭ ପରେ ଦିନଟିଏ ହେଲେ ବି ସେ କ୍ଷମତା ରାଜନୀତିର ବଳୟରୁ ବାହାରକୁ ବାହାରି ନାହାନ୍ତି ।

ବିଗତ ଦୁଇ ଦଶକର ରାଜନୀତିରେ ଶଂଖ ଦଳର ସୁପ୍ରିମୋ ଯେଉଁ ସଫଳତାର ଉଚ୍ଚକୁ ଛୁଇଁଛନ୍ତି, ଭାରତୀୟ ରାଜନୀତି ଇସିହାସରେ କାଁ ଭାଁ କେହି ଏଭଳି ସଫଳତାର ଅଧିକାରୀ ହୋଇଥିବେ ।

ନବୀନଙ୍କୁ ୫୧ ବର୍ଷ ହେଲାବେଳକୁ ସେ ଥିଲେ ରାଜନୀତିରେ ଶ୍ରୀଅକ୍ଷର ବିବର୍ଜିତ । ହେଲେ ଆଜି ୭୪ ପୁରିଲା ବେଳକୁ ସେ ଦେଶର ଆଗଧାଡିର ଜଣେ ରାଜନେତା । ଏବଂ ରାଜ୍ୟ ରାଜନୀତିର ଅଦ୍ୱିତୀୟ ନେତା । ଆଜି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ।



from Kanak News https://ift.tt/3du5JJG https://ift.tt/33KDUII
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ : ଦୁଇ ଦଶନ୍ଧି ଧରି କ୍ଷମତା ବଳୟରେ  ଥାଇ ସାଜିଲେଣି ଲୋକଙ୍କ ନେତା  Kanak News ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ : ଦୁଇ ଦଶନ୍ଧି ଧରି କ୍ଷମତା ବଳୟରେ  ଥାଇ ସାଜିଲେଣି ଲୋକଙ୍କ ନେତା  Kanak News Reviewed by SUBHENDU BARAL on October 15, 2020 Rating: 5

No comments:

Powered by Blogger.