ପିସିଆର ଭ୍ୟାନ୍ ଧକ୍କାରେ ମହିଳା ଆହତ, ମେଡିକାଲରେ ଭର୍ତ୍ତି

କଟକ ୧୫।୧୦: ପିସିଆର ଭ୍ୟାନ୍ ଧକ୍କାରେ ମହିଳା ଆହତ । କଟକ ବାଦାମବାଡି ଥାନା ପିସିଆର ଭ୍ୟାନ୍ ଧକ୍କାରେ ଜଣେ ମହିଳା ଆହତ ହୋଇଛନ୍ତି । ପିସିଆର ଭ୍ୟାନ୍ ଧକ୍କା ଦେବା ଫଳରେ ଆହତ ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବାଦାମବାଡି ବସଷ୍ଟାଣ୍ଡରେ ଜଣେ ମହିଳା ଯାଉଥିବା ସମୟରେ ପିସିଆର ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହିଳା ଜଣଙ୍କ ଆହତ ହୋଇଛନ୍ତି ତାଙ୍କ ଅବସ୍ଥା ଠିକ୍ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।



from Prameya News7 https://ift.tt/3jZBvRf
ପିସିଆର ଭ୍ୟାନ୍ ଧକ୍କାରେ ମହିଳା ଆହତ, ମେଡିକାଲରେ ଭର୍ତ୍ତି ପିସିଆର ଭ୍ୟାନ୍ ଧକ୍କାରେ ମହିଳା ଆହତ, ମେଡିକାଲରେ ଭର୍ତ୍ତି Reviewed by SUBHENDU BARAL on October 14, 2020 Rating: 5

No comments:

Powered by Blogger.