ଭଦ୍ରକ ୧୫।୧୦: ଟିଟୋ ଗ୍ୟାଙ୍ଗର ସଦସ୍ୟ ରାଜା ଖାନ୍ ଗିରଫ । ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ଏସଟିଏଫର ମିଳିତ ଚଢ଼ାଉ ବେଳେ ଗିରଫ ହୋଇଛନ୍ତି । ପୁରୁଣାବଜାର ଅଞ୍ଚଳରୁ ଗିରଫ ହୋଇଥିବା ସୂଚନା ମିଳିଛି ।
କେନ୍ଦ୍ରାପଡା ଅଞ୍ଚଳର ଯୁବକ ଘରଭଡା ନେଇ ରହୁଥିଲା । ବହୁ ମାମଲାରେ ଜଡିତ ଥିବା ସୂଚନା ଦେଇଛି ଏସଟିଏଫ । ଏ ନେଇ ଅଧିକ ସୂଚନା ଦେଇନାହିଁ ଏସଟିଏଫ ଓ ଗ୍ରାମାଞ୍ଚଳ ପୋଲିସ ।
from Prameya News7 https://ift.tt/317KwQK
ଟିଟୋ ଗ୍ୟାଙ୍ଗର ସଦସ୍ୟ ରାଜା ଖାନ୍ ଗିରଫ, ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ
Reviewed by SUBHENDU BARAL
on
October 14, 2020
Rating:

No comments: