ଟ୍ୱିନ୍‌ସିଟିରେ ମାତିଛନ୍ତି ଏଟିଏମ୍ ଲୁଟେରା

କଟକ ୧୩।୧୦: ମାତିଛନ୍ତି ଏଟିଏମ୍‌ ଲୁଟେରା । ଭୁବନେଶ୍ୱର ପରେ କଟକରେ ଏଟିଏମ୍‌ ଲୁଟେରାଙ୍କୁ ଉତ୍ପାତ । କଟକ ଚାଉଳିଆଗଞ୍ଜ ଥାନା ଗଣ୍ଡରପୁର ଏସବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି । କିନ୍ତୁ ଏଟିଏମ୍‌ ଲୁଟ୍‌ ଉଦ୍ୟମରେ ବିଫଳ ହୋଇଥିଲେ ଲୁଟେରା ବୋଲି ସୂଚନା ରହିଛି ।

ତେବେ ଏହି ଏଟିଏମ୍‌ ଲୁଟ୍‌ ଉଦ୍ୟମକୁ ନେଇ ଆକ୍ସନ ମୋଡରେ ଆସିଛି ପୋଲିସ । ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଯାହାଫଳରେ କି ଏଟିଏମ୍‌ କିଛି ଲୁଟ୍‌ ହୋଇନଥିବା ଜଣାପଡିଛି । ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।  



from Prameya News7 https://ift.tt/2SOlWQx
ଟ୍ୱିନ୍‌ସିଟିରେ ମାତିଛନ୍ତି ଏଟିଏମ୍ ଲୁଟେରା ଟ୍ୱିନ୍‌ସିଟିରେ ମାତିଛନ୍ତି ଏଟିଏମ୍ ଲୁଟେରା Reviewed by SUBHENDU BARAL on October 12, 2020 Rating: 5

No comments:

Powered by Blogger.