ନଦୀବନ୍ଧରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଯାଜପୁର ୦୩।୧୦: ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର । ଯାଜପୁର ଟାଉନ ଥାନା ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ଶିଶୁ ପୁତ୍ରଟି ଉଦ୍ଧାର ହୋଇଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ କିଛି ଲୋକେ ଶୌଚ ହେବାକୁ ଯାଉଥିବା ବେଳେ ନଦୀ ବନ୍ଧ କଡରେ ଏକ ବ୍ୟାଗରେ ଶିଶୁଟି ଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ । ତେବେ ଶିଶୁ ପୁତ୍ର ଟିକୁ କିଏ କାହିଁକି ଏଠାରେ ପକେଇ ଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।



from Prameya News7 https://ift.tt/36rfzKS
ନଦୀବନ୍ଧରୁ ନବଜାତ ଶିଶୁପୁତ୍ର ଉଦ୍ଧାର ନଦୀବନ୍ଧରୁ ନବଜାତ ଶିଶୁପୁତ୍ର ଉଦ୍ଧାର Reviewed by SUBHENDU BARAL on October 02, 2020 Rating: 5

No comments:

Powered by Blogger.