ଚଣ୍ଡିଖୋଲ ୨।୧୦: ଯାଜପୁର ଜିଲ୍ଲା ଛତିଆ ବିଦ୍ୟାଧରଠାରେ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ନକଲି ଜର୍ଦା କାରଖାନା ଉପରେ ଚଢ଼ାଉ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣରେ ଜର୍ଦା ଜବତ ହୋଇଛି । ଏସଟିଏଫ ଆଡିସନାଲ ଏସପିଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିଲା । ବିପୁଳ ପରିମାଣର ନକଲି ଜର୍ଦା ଜବତ ହେବା ସହ ଜଣଙ୍କୁ ଅଟକ ରଖିଛି ଏସଟିଏଫ । ଦୀର୍ଘ ଦିନ ଧରି ଏହି ନକଲି ଜର୍ଦା କରବାର ଚାଲିଥିବା ବେଳେ ଶୁକ୍ରବାର ଭୋରୁ ଭୋରୁ ମିଳିତ ଚଢ଼ାଉ କରି ଥିଲା ଏସଟିଏଫ ।
from Prameya News7 https://ift.tt/36o6H8O
ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ : ବିପୁଳ ପରିମାଣର ଜର୍ଦ୍ଦା ଜବତ, ଜଣେ ଗିରଫ
Reviewed by SUBHENDU BARAL
on
October 01, 2020
Rating:

No comments: