ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା: ୮ ମୃତ Rajalaxmi Sahoo

ମୁମ୍ବାଇ: ମୁମ୍ବାଇ ନିକଟ ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡ଼ି ପଡ଼ିବା ଯିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଭଗ୍ନାବଶେଷ ତଳୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି।

ଗତକାଲି ବିଳମ୍ବିତ ରାତି ୩ଟା ୪୦ମିନିଟ୍‌ ସମୟରେ ଭିୱାଣ୍ଡିର ପଟେଲ୍‌ କମ୍ପାଉଣ୍ଡ୍‌ରେ ଅଞ୍ଚଳରେ ଥିବା ଏହି ୩ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା।

ଉଦ୍ଧାର କାର୍ଯ୍ୟରେ NDRF ଟିମ୍, ଦମକଳ ବାହିନୀ ଓ ପୋଲିସ୍‌ ଟିମ୍‌ ସାମିଲ ହୋଇଛନ୍ତି। ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷ ତଳେ୨୦ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

The post ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା: ୮ ମୃତ appeared first on OTV Khabar..



from OTV Khabar. https://ift.tt/3chOJWw
ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା: ୮ ମୃତ Rajalaxmi Sahoo ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା: ୮ ମୃତ Rajalaxmi Sahoo Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.