ଭିଓ୍ବାଣ୍ଡି ୨୧।୯: ମହାରାଷ୍ଟ୍ରର ଭିଓ୍ବାଣ୍ଡି ଧାମନକର ନାକା ନିକଟ ପଟେଲ କମ୍ପାଉଣ୍ଡ ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡି ପଡିଛି । ଫଳରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଉଦ୍ଧାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦ରୁ ୬୦ ଲୋକ କୋଠା ତଳେ ଫସିଥିବା ସନ୍ଦେହ କରାଯାଉଛି ।
ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର ଦୁଇଟି ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛି । ଏହି କୋଠାକୁ ପୌରପାଳିକା ଦ୍ବାରା ମଧ୍ୟ ନୋଟିସ୍ ଦିଆଯାଇଥିଲା । ଏହି କୋଠାରେ କ୍ଷମତାଠାରୁ ଅଧିକ ଲୋକ ରହୁଥିଲେ ।
#UPDATE Death toll rises to 8 in Bhiwandi building collapse incident. Five more people have been rescued: Thane Municipal Corporation PRO #Maharashtra https://t.co/kGgAEs3vDP
— ANI (@ANI) September 21, 2020
from Prameya News7 https://ift.tt/2RJmyq5
ଭୁଶୁଡିଲା ୩ ମହଲା କୋଠା : ୮ ଜଣଙ୍କ ମୃତ୍ୟୁ, ୨୫ ଉଦ୍ଧାର
Reviewed by SUBHENDU BARAL
on
September 20, 2020
Rating:

No comments: