ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ OJEE(Odisha Joint Entrance Examination) ପାଇଁ ଆଜି ରାତି ୧୨ଟା ପୂର୍ବରୁ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଯେଉଁ ଛାତ୍ରଛାତ୍ରୀ OJEE ପାଇଁ ଅନ୍ଲାଇନ୍ରେ ଆବେଦନ କରିଥିବେ, ସେମାନେ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍ଲାଇନ୍ ଫି’ ଜମା କରିବା ପାଇଁ ଡେଡ୍ଲାଇନ୍ ରଖାଯାଇଛି। www.ojee.nic.in / www.odishajee.comରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।
ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ ହେବ OJEE ପରୀକ୍ଷା ଓ ଏହା ଅକ୍ଟୋବର ୧୯ରେ ଶେଷ ହେବ। ମୋଟ ୫୩ଟି ସେଣ୍ଟରରେ ହେବ OJEE ପରୀକ୍ଷା। ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ ଓ ରାଜ୍ୟ ବାହାରେ ଆଉ ୩ଟି ସେଣ୍ଟର କରାଯାଇଛି। ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ହେବ ପରୀକ୍ଷା କେନ୍ଦ୍ର କରାଯାଇଛି।
The post OJEE 2020: ଆଜି ଅନ୍ଲାଇନ୍ ଆବେଦନର ଶେଷ ତାରିଖ appeared first on OTV Khabar..
from OTV Khabar. https://ift.tt/2FWyhPs
OJEE 2020: ଆଜି ଅନ୍ଲାଇନ୍ ଆବେଦନର ଶେଷ ତାରିଖ Rajalaxmi Sahoo
Reviewed by SUBHENDU BARAL
on
September 22, 2020
Rating:
No comments: