ମିଜାଇଲ ମୁତୟନ କଲା ଭାରତ : ସୀମାରେ ଆଲର୍ଟ ମୋଡରେ ବ୍ରହ୍ମୋସ, ନିର୍ଭୟ ଓ ଆକାଶ ମିଜାଇଲ, ବେଜିଂଙ୍କୁ ନୂଆ ଦିଲ୍ଲୀର କଡା ସନ୍ଦେଶ; ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତ Kanak News

କନକ ବ୍ୟୁରୋ : ଭାରତ ଚୀନ୍ ସୀମାରେ ମୁତୟନ ହେଲା ମିଜାଇଲ । ସୀମାରେ ବ୍ରହ୍ମୋସ, ନିର୍ଭୟ ଓ ଆକାଶ ମିଜାଇଲ ମୁତୟନ କରି ବେଜିଂଙ୍କୁ କଡା ସନ୍ଦେଶ ଦେଇଛି ଭାରତ । ଯଦି ଚୀନ୍ କିଛି ଏପଟ ସେପଟ କଲେ ତେବେ ଏହାର ଜବାବ ଦେବାକୁ ପ୍ରସ୍ତୁତ ବୋଲି ପିପୁଲ୍ସ ଲିବରେସନ ଆର୍ମିକୁ ସନ୍ଦେଶ ଦେଇଛି ଭାରତୀୟ ସେନା । ସେହିପରି ପୂର୍ବରୁ ରାଫେଲ, ସୁଖୋଇ-୩୦ ଏମକେଆଇ ଓ ଜାଗୁଆର ପରି ଯୁଦ୍ଧ ବିମାନ ସୀମାରେ ତୀକ୍ଷ୍ଣ ନଜର ରଖିଛନ୍ତି ।



from Kanak News https://ift.tt/3cFLMPL https://ift.tt/3jfL1iM
ମିଜାଇଲ ମୁତୟନ କଲା ଭାରତ : ସୀମାରେ ଆଲର୍ଟ ମୋଡରେ ବ୍ରହ୍ମୋସ, ନିର୍ଭୟ ଓ ଆକାଶ ମିଜାଇଲ, ବେଜିଂଙ୍କୁ ନୂଆ ଦିଲ୍ଲୀର କଡା ସନ୍ଦେଶ; ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତ Kanak News ମିଜାଇଲ ମୁତୟନ କଲା ଭାରତ : ସୀମାରେ ଆଲର୍ଟ ମୋଡରେ ବ୍ରହ୍ମୋସ, ନିର୍ଭୟ ଓ ଆକାଶ ମିଜାଇଲ, ବେଜିଂଙ୍କୁ ନୂଆ ଦିଲ୍ଲୀର କଡା ସନ୍ଦେଶ; ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତ Kanak News Reviewed by SUBHENDU BARAL on September 28, 2020 Rating: 5

No comments:

Powered by Blogger.