ଲାଲଗଡରେ ଗୋଟିଏ ରାତି : ଭୟ ଓ ଆତଙ୍କ ମଧ୍ୟରେ ଜୀବନ ବିତାଉଥିବା ସ୍ୱାଭିମାନ ଅଂଚଳରେ ରାତିର ସ୍ଥିତି ଅନୁଧ୍ୟାନ କଲା କନକ ନ୍ୟୁଜ; ଗ୍ରାଉଣ୍ଡଜିରୋରୁ ଏକ୍ସକ୍ଲୁସିଭ ରିପୋର୍ଟ Kanak News

କନକ ବ୍ୟୁରୋ : ଲାଲଗଡ଼ରେ ଗୋଟିଏ ରାତି । ଏକଦା ମାଓ ଭୟ ଓ ଆତଙ୍କ ମଧ୍ୟରେ ଜୀବନ ବିତାଉ ଥିବା ସ୍ୱାଭିମାନ ଅଂଚଳରେ କେମିତି କଟୁଛି ରାତି, ସେ ନେଇ ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ୍ ଟିମ୍ । ବିଶେଷ କରି ଗତ ଜାନୁୟାରୀ ୨୫ ତାରିଖରେ ମାଓ ଇତିହାସରେ ପ୍ରଥମ ଥର କରି ଜଣେ ମାଓବାଦୀଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିବା ପରେ ସ୍ୱାଭିମାନ ଅଂଚଳର ଅଧିକାଂଶ ଅଂଚଳରେ ମାଓ ବିରୋଧୀ ହାୱା ବୋହିବା ଆରମ୍ଭ ହୋଇଥିଲା । ଆଉ ଏହାରି ଭିତରେ ସେଠି କେମିତି ପରିବର୍ତନ ଆସିଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ।



from Kanak News https://ift.tt/3kVIQSe https://ift.tt/2GgRY4w
ଲାଲଗଡରେ ଗୋଟିଏ ରାତି : ଭୟ ଓ ଆତଙ୍କ ମଧ୍ୟରେ ଜୀବନ ବିତାଉଥିବା ସ୍ୱାଭିମାନ ଅଂଚଳରେ ରାତିର ସ୍ଥିତି ଅନୁଧ୍ୟାନ କଲା କନକ ନ୍ୟୁଜ; ଗ୍ରାଉଣ୍ଡଜିରୋରୁ ଏକ୍ସକ୍ଲୁସିଭ ରିପୋର୍ଟ Kanak News ଲାଲଗଡରେ ଗୋଟିଏ ରାତି : ଭୟ ଓ ଆତଙ୍କ ମଧ୍ୟରେ ଜୀବନ ବିତାଉଥିବା ସ୍ୱାଭିମାନ ଅଂଚଳରେ ରାତିର ସ୍ଥିତି ଅନୁଧ୍ୟାନ କଲା କନକ ନ୍ୟୁଜ; ଗ୍ରାଉଣ୍ଡଜିରୋରୁ ଏକ୍ସକ୍ଲୁସିଭ ରିପୋର୍ଟ Kanak News Reviewed by SUBHENDU BARAL on September 27, 2020 Rating: 5

No comments:

Powered by Blogger.