ଆମେରିକା ସହ ଭାରତର ପ୍ରତିରକ୍ଷା ଚୁକ୍ତିକୁ ଅନୁମତି : ବଢିବ ଭାରତୀୟ ସେନାର ଶକ୍ତି, କିଣାଯିବ ୨ହଜାର ୨୯୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର; ଆମେରିକା ଠାରୁ ୭୨ହଜାର ଆସଲ୍ଟ ରାଇଫଲ କିଣିବ ଭାରତ Kanak News

କନକ ବ୍ୟୁରୋ : ଆମେରିକା ସହ ଭାରତର ପ୍ରତିରକ୍ଷା ଚୁକ୍ତିକୁ ମିଳିଛି ଅ୍ରନୁମତି । ବଢିବ ଭାରତୀୟ ସେନାର ଶକ୍ତି । ଆମେରିକା ସହ ଭାରତ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ଚୁକ୍ତିକୁ ଏହି ଅନୁମତି ମିଳିଛି । ୨ହଜାର ୨୯୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଡିଫେନ୍ସ ଆକ୍ୟୁଜିସନ କାଉନସିଲରେ ଅନୁମତି ମିଳିଛି ।

ଏହି ଚୁକ୍ତି ଅନୁଯାୟର ଆମେରିକା ଠାରୁ ଭାରତ ପ୍ରାୟ ୭୮୦ କୋଟି ଟଙ୍କାରେ ୭୨ହଜାର ଆସଲ୍ଟ ରାଇଫଲ କିଣିବ । ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ଭାରତର ଏହି ପ୍ରତିରକ୍ଷା ଚୁକ୍ତିର ବିଶେଷ ଗୁରୁତ୍ୱ ବହନ କରୁଛି ।



from Kanak News https://ift.tt/34aJzYT https://ift.tt/3jciqv1
ଆମେରିକା ସହ ଭାରତର ପ୍ରତିରକ୍ଷା ଚୁକ୍ତିକୁ ଅନୁମତି : ବଢିବ ଭାରତୀୟ ସେନାର ଶକ୍ତି, କିଣାଯିବ ୨ହଜାର ୨୯୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର; ଆମେରିକା ଠାରୁ ୭୨ହଜାର ଆସଲ୍ଟ ରାଇଫଲ କିଣିବ ଭାରତ Kanak News ଆମେରିକା ସହ ଭାରତର ପ୍ରତିରକ୍ଷା ଚୁକ୍ତିକୁ ଅନୁମତି : ବଢିବ ଭାରତୀୟ ସେନାର ଶକ୍ତି, କିଣାଯିବ ୨ହଜାର ୨୯୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର; ଆମେରିକା ଠାରୁ ୭୨ହଜାର ଆସଲ୍ଟ ରାଇଫଲ କିଣିବ ଭାରତ Kanak News Reviewed by SUBHENDU BARAL on September 28, 2020 Rating: 5

No comments:

Powered by Blogger.