ପାଣି ଆସିଲେ ଡର, ପାଣି ଛାଡ଼ିଲେ ଦୁଃଖ : ଅଭିଶାପ ପାଲଟିଛି ନିମାପଡ଼ା ଅଂଚଳର ଧନୁଆ ନାଳ, ବର୍ଷ ବର୍ଷ ଧରି ବନ୍ୟା ସମସ୍ୟାରେ ଛନ୍ଦି ହେଉଛନ୍ତି ଲୋକ; ସ୍ଥାୟୀ ସମାଧାନ ପାଇଁ ଦାବି ଉଠାଇଲେ ସ୍ଥାନୀୟବାସିନ୍ଦା Kanak News

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ବନ୍ୟା ପାଇଁ ହସ୍ତସନ୍ତ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଏକାଧିକ ଗାଁ । କୁଶଭଦ୍ରା ଏବଂ ଭାର୍ଗବୀ ନଦୀର ଜଳସ୍ତର ବଢ଼ିଲେ, ଧନୁଆ ନାଳ ବଢୁଛି ପାଣି । ଏହା ଯୋଗୁଁ ପ୍ରଭାବିତ ହେଉଛନ୍ତି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଳାର ପ୍ରାୟ ୪୦ଟି ପଂଚାୟତ । ବାରମ୍ବାର ଏହାର ସମାଧାନ ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।
from Kanak News https://ift.tt/33c09IC https://ift.tt/2HJijsX
ପାଣି ଆସିଲେ ଡର, ପାଣି ଛାଡ଼ିଲେ ଦୁଃଖ : ଅଭିଶାପ ପାଲଟିଛି ନିମାପଡ଼ା ଅଂଚଳର ଧନୁଆ ନାଳ, ବର୍ଷ ବର୍ଷ ଧରି ବନ୍ୟା ସମସ୍ୟାରେ ଛନ୍ଦି ହେଉଛନ୍ତି ଲୋକ; ସ୍ଥାୟୀ ସମାଧାନ ପାଇଁ ଦାବି ଉଠାଇଲେ ସ୍ଥାନୀୟବାସିନ୍ଦା Kanak News
Reviewed by SUBHENDU BARAL
on
September 29, 2020
Rating:
No comments: