କଟକ ଡାଳିଯୋଡା ଫରେଷ୍ଟ ରେଞ୍ଜରେ ଅସୁସ୍ଥ ମାଈ ହାତୀର ଚିକିତ୍ସା : ହାତୀର ଗୋଡରେ ଲାଗିଛି ଆଘାତ ; ଗୁଳି ବାଜିଥିବା ସନ୍ଦେହ  Kanak News

କନକ ବ୍ୟୁରୋ : ହାତୀ ଗୋଡରେ ବାଜିଛି ଗୁଳି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ମାଈ ହାତୀ । ପାଟି ଫିଟୁନାହିଁ ସିନା  କିନ୍ତୁ ତଳେ ପଡି କହୁଛି ଅନେକ କଥା । କଟକ ବନଖଣ୍ଡ ଡାଳିଜୋଡ ରିଜର୍ଭ ଜଙ୍ଗଲରେ ଏବେ ଏକ ମାଈହାତୀ  ମୃତ୍ୟୁସହ ସଂଗ୍ରାମ କରୁଛି । ଏହି ହାତୀ କପିଳାଶ ଜଙ୍ଗଲରୁ ଆସିଛି ଓ ତା ବୟସ ପାଖାପଖି ୧୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।  ଖବର ପାଇଁ ଅନୁଗୁଳର ଏକ ବିଶେଷଜ୍ଞ ଟିମ ଆସି ହାତୀର ଚିକିତ୍ସା କରିଛନ୍ତି ।


from Kanak News https://ift.tt/3ideCIq https://ift.tt/3cJuamg
କଟକ ଡାଳିଯୋଡା ଫରେଷ୍ଟ ରେଞ୍ଜରେ ଅସୁସ୍ଥ ମାଈ ହାତୀର ଚିକିତ୍ସା : ହାତୀର ଗୋଡରେ ଲାଗିଛି ଆଘାତ ; ଗୁଳି ବାଜିଥିବା ସନ୍ଦେହ  Kanak News କଟକ ଡାଳିଯୋଡା ଫରେଷ୍ଟ ରେଞ୍ଜରେ ଅସୁସ୍ଥ ମାଈ ହାତୀର ଚିକିତ୍ସା : ହାତୀର ଗୋଡରେ ଲାଗିଛି ଆଘାତ ; ଗୁଳି ବାଜିଥିବା ସନ୍ଦେହ  Kanak News Reviewed by SUBHENDU BARAL on September 27, 2020 Rating: 5

No comments:

Powered by Blogger.