ବଢୁଛି କରୋନା ସଂକ୍ରମଣ, ୪୮ଘଣ୍ଟା ପାଇଁ ହରଭଙ୍ଗା ବ୍ଲକ୍‌କୁ ସଟ୍‌ଡାଉନ୍ କଲେ ସରପଞ୍ଚ

ହରଭଙ୍ଗା ୨୯।୯: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଲେ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଦିନକୁ ଦିନ କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି ‌। ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଝୁଥିବାରୁ ଲୋକମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।



from Prameya News7 https://ift.tt/3cFb1Sd
ବଢୁଛି କରୋନା ସଂକ୍ରମଣ, ୪୮ଘଣ୍ଟା ପାଇଁ ହରଭଙ୍ଗା ବ୍ଲକ୍‌କୁ ସଟ୍‌ଡାଉନ୍ କଲେ ସରପଞ୍ଚ ବଢୁଛି କରୋନା ସଂକ୍ରମଣ, ୪୮ଘଣ୍ଟା ପାଇଁ ହରଭଙ୍ଗା ବ୍ଲକ୍‌କୁ ସଟ୍‌ଡାଉନ୍ କଲେ ସରପଞ୍ଚ Reviewed by SUBHENDU BARAL on September 28, 2020 Rating: 5

No comments:

Powered by Blogger.