ଜଳେଶ୍ଵର ୨୨।୯: ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା । ସାଇକେଲ ଉପରେ ଚଢିଗଲା ଟ୍ରାକ୍ଟର । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଛକରେ ଘଟିଛି ଏଭଳି ଦୁର୍ଘଟଣା । ଏକାସହ ତିନିଟି ସାଇକେଲ ଉପର ଟ୍ରାକ୍ଟରଟି ଚଢିଯାଇଥିବାର ଜଣାପଡିଛି । ଦୁର୍ଘଟମାରେ ଅଳ୍ପକେ ବର୍ତ୍ତିଗଲେ ୩ ନାବାଳିକା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
from Prameya News7 https://ift.tt/3mJLJqE
୩ଟି ସାଇକେଲ ଉପରେ ଚଢିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ନାବାଳିକା
Reviewed by SUBHENDU BARAL
on
September 21, 2020
Rating:

No comments: