ରାଜଧାନୀରେ ଭୋରରୁ ତାଣ୍ଡବ । ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ଉପୁଡ଼ିଲା ବିଦ୍ୟୁତ୍ ଖୁଣ୍ଟ, ଭାଙ୍ଗିଲା ଗଛ Kanak News

କନକ ବ୍ୟୁରୋ : ମଧ୍ୟରାତି ପର୍ଯ୍ୟନ୍ତ ସବୁ କିଛି ଠିକ୍ଠାକ୍ ଥିଲା । ଲୋକେ ଖାଇ ପିଇ ଶୋଇଥିଲେ। ତଥାକଥିତ ପାଣିପାଗ ବିଶେଷଜ୍ଞମାନେ କେହି କିଛି ନିର୍ଦିଷ୍ଟ ଭାବେ ପୂର୍ବାନୁମାନ କରିନଥିଲେ। ହଠାତ୍ ରାତି ପ୍ରାୟ ସାଢ଼େ ୨ଟା ବେଳକୁ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ପ୍ରାୟ ତିନି ଘଣ୍ଟା ଧରି ହୋଇଥିବା ଏହି କାଳବୈଶାଖୀ ଭୁବନେଶ୍ବରବାସୀଙ୍କ ନିଦ ଭାଙ୍ଗି ଦେଇଥିଲା । ପ୍ରବଳ ବର୍ଷା ହେବାରୁ କାହା ଘରେ ପାଣି ପଶିଥିଲା ତ ଆଉ କାହା ଘର ଉପରେ ଗଛ ଭାଙ୍ଗି ପଡ଼ିଥିଲା ।


from Kanak News https://ift.tt/3chRLbQ https://ift.tt/2TVz9YS
ରାଜଧାନୀରେ ଭୋରରୁ ତାଣ୍ଡବ । ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ଉପୁଡ଼ିଲା ବିଦ୍ୟୁତ୍ ଖୁଣ୍ଟ, ଭାଙ୍ଗିଲା ଗଛ Kanak News
Reviewed by SUBHENDU BARAL
on
May 29, 2020
Rating:
No comments: