JSW କୁ ମିଳିଲା ୨ ଆଇରନ ଓର ଖଣି : ନୂଆଗାଁ, ନାରାୟଣପୋଷି ଖଣିରୁ ଆଇରନ ଓର୍ ଏବଂ ମାଙ୍ଗାନିଜ ଉତ୍ତୋଳନ କରିବ ସଜ୍ଜନ ଜିନ୍ଦଲଙ୍କ କମ୍ପାନୀ

ସୁନ୍ଦରଗଡ଼ ୩/୨: ସଜ୍ଜନ ଜିନ୍ଦଲଙ୍କ ନେତୃତ୍ବରେ ପରିଚାଳିତ JSW ଖଣି କମ୍ପାନିକୁ ଓଡିଶାରେ ଦୁଇଟି ଆଇରନ ଓର ଖଣିରୁ ଉତ୍ତୋଳନ ପାଇଁ  ଅଧିକାର ମିଳିଛି । ତିନି ଦିନ ଭିତରେ ନିଲାମରେ ଜେଏସ ଡବ୍ଲୁ ହାତେଇଛି ଓଡିଶାର ଦୁଇ ଦୁଇଟି ଆଇରନ ଓର ଖଣି ।

ପୂର୍ବରୁ ଜାନୁଆରୀ ୩୧ରେ JSWକୁ ନୂଆଗାଁ ଆଇରନ ଓର ଖଣିରୁ ଉତ୍ତୋଳନ ପାଇଁ ଅଧିକାର ମିଳିଥିବାବେଳେ ଗତକାଲି ନାରାୟଣପୋଶୀ ଖଣିରୁ ଆଇରନ ଓର ଏବଂ ମାଙ୍ଗାନିଜ ବ୍ଲକରୁ ଉତ୍ତୋଳନ ପାଇଁ ଅଧିକାର ମିଳିଛି । ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା ।



from Prameya News7 https://ift.tt/2uheuEX
JSW କୁ ମିଳିଲା ୨ ଆଇରନ ଓର ଖଣି : ନୂଆଗାଁ, ନାରାୟଣପୋଷି ଖଣିରୁ ଆଇରନ ଓର୍ ଏବଂ ମାଙ୍ଗାନିଜ ଉତ୍ତୋଳନ କରିବ ସଜ୍ଜନ ଜିନ୍ଦଲଙ୍କ କମ୍ପାନୀ JSW କୁ ମିଳିଲା ୨ ଆଇରନ ଓର ଖଣି : ନୂଆଗାଁ, ନାରାୟଣପୋଷି ଖଣିରୁ ଆଇରନ ଓର୍ ଏବଂ ମାଙ୍ଗାନିଜ ଉତ୍ତୋଳନ କରିବ ସଜ୍ଜନ ଜିନ୍ଦଲଙ୍କ କମ୍ପାନୀ Reviewed by SUBHENDU BARAL on February 02, 2020 Rating: 5

No comments:

Powered by Blogger.