ନିଆଁ ଲାଗି ଜଳିଗଲା ଦୋକାନ ଗୃହ : ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ

ରାଉରକେଲା ୩/୨: ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଦୋକାନ ଗୃହ । ରାଉରକେଲା ପାନପୋଷ ହକି ଛକରେ ଏହି ଅଗ୍ନିକାଣ୍ଡ ଘଟିଛି ।

ନିଆଁ ଲାଗି ପୋଡି ଯାଇଛି ଦୋକାନ ଗୃହ । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଯାଇଛି । କେହି ଦୁର୍ବୃତ୍ତ ଜାଣି ଶୁଣି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।



from Prameya News7 https://ift.tt/39dynM7
ନିଆଁ ଲାଗି ଜଳିଗଲା ଦୋକାନ ଗୃହ : ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ନିଆଁ ଲାଗି ଜଳିଗଲା ଦୋକାନ ଗୃହ : ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ Reviewed by SUBHENDU BARAL on February 02, 2020 Rating: 5

No comments:

Powered by Blogger.