ଓ୍ବାସିଂଟନ ୦୪।୦୨ : ଆମେରିକାରେ ପୁଣି ଗୁଳିମାଡ ହେଇଛି। ଗୁଳିମାଡ଼ରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ବ୍ଯକ୍ତି ଆହତ ହୋଇଛନ୍ତି। ଆହତ ବ୍ଯକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ଆମେରିକାରେ Texas Universityର Texas A& M Commerce campusରେ ସୋମବାର ଦିନ ଗୁଳିମାଡ ହୋଇଛି। ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି। ସେହିପରି ପ୍ରାଣ ହରାଇଥିବା ବ୍ଯକ୍ତିଙ୍କ ପରିଚୟ ମଧ୍ଯ ମିଳିପାରିନାହିଁ।
from Prameya News7 https://ift.tt/2RTkgWc
ବିଶ୍ବବିଦ୍ୟାଳୟ କ୍ଯାମ୍ପସରେ ଫୁଟିଲା ଗୁଳି, ୨ ମୃତ
Reviewed by SUBHENDU BARAL
on
February 03, 2020
Rating:
No comments: