କଡା ସୁରକ୍ଷା ବଳୟରେ ଦିଲ୍ଲୀ , ୧୦ ହଜାର ଜବାନ ମୁତୟନ । ସିସିଟିଭି ନଜରରେ ରାଜପଥ Kanak News

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ସୈନ୍ୟ ଛାଉଁଣୀ ପାଲଟିଛି । ୧୦ ହଜାର ଯବାନ, ୧୫ ଶହ କ୍ୟାମେରା, ଶତାଧିକ ସିସିଟିଭି, ଡ୍ରୋନ କ୍ୟାମେରା ଜରିଆରେ କଡା ସୁରକ୍ଷାର ବନ୍ଦୋବସ୍ତ କରିଛି ଦିଲ୍ଲୀ ପୁଲିସ । ରାଜପଥ ପରେଡ ଉପରେ ରହିଛି ଖାସ୍ ନଜର ।

ଏହା ବାଦ ଜନଗହଳି ସ୍ଥାନ ତଥା ପ୍ରସିଦ୍ଧ ସ୍ଥାନ ଗୁଡିକ ଉପରେ ବି ନଜର ରଖା ଯାଇଛି । ଚଳିତ ବର୍ଷ, ସ୍ଥାନେ ସ୍ଥାନେ ଚେହେରା ଚିହ୍ନଟ ମେସିନ ଓ ଭ୍ରାମ୍ୟମାଣ ମୋବାଇଲ କଂଟ୍ରୋଲ ରୁମ ଜରିଆରେ ଅଭେଦ୍ୟ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।



from Kanak News https://ift.tt/2NZb2oV https://ift.tt/37rmjpH
କଡା ସୁରକ୍ଷା ବଳୟରେ ଦିଲ୍ଲୀ , ୧୦ ହଜାର ଜବାନ ମୁତୟନ । ସିସିଟିଭି ନଜରରେ ରାଜପଥ Kanak News କଡା ସୁରକ୍ଷା ବଳୟରେ ଦିଲ୍ଲୀ , ୧୦ ହଜାର ଜବାନ ମୁତୟନ । ସିସିଟିଭି ନଜରରେ ରାଜପଥ Kanak News Reviewed by SUBHENDU BARAL on January 25, 2020 Rating: 5

No comments:

Powered by Blogger.