ପ୍ରକାଶ ପାଇଲା JEE ମେନ୍‌ ୨୦୨୦ ରେଜଲ୍ଟ: ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର OTV KHABAR BUREAU

ଭୁବନେଶ୍ୱର: JEE ମେନ୍‌ ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଓଡ଼ିଶାରେ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ। ସେ ୯୯.୯୯% ମାର୍କ ରଖିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ। ସେ ୯୯.୯୮ ପ୍ରତିଶତ ମାର୍କ ରଖିଛନ୍ତି।

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା NTA ପକ୍ଷରୁ ପରୀକ୍ଷା ଫଳ ଘୋଷଣା ହୋଇଛି।

jeemain.nic.inରେ ଆପଣମାନେ ରେଜଲ୍ଟ ଦେଖିପାରିବେ। ସର୍ବ ଭାରତୀୟ ସ୍ତରରେ ଏଥର ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି।



from OTV Khabar. https://ift.tt/30Eo6W8
ପ୍ରକାଶ ପାଇଲା JEE ମେନ୍‌ ୨୦୨୦ ରେଜଲ୍ଟ: ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର OTV KHABAR BUREAU ପ୍ରକାଶ ପାଇଲା JEE ମେନ୍‌ ୨୦୨୦ ରେଜଲ୍ଟ: ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର OTV KHABAR BUREAU Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.