ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ପ୍ରେମୀଯୁଗଳ, ଗାଁ ଯୁବକ ଭିଡିଓ ରେକର୍ଡିଂ କରି କଲେ ଭାଇରାଲ୍

ଗୟା ୧୮।୧: ଏକ ନିଛାଟିଆ ସ୍ଥାନରେ ଜଣେ ଯୁବକ ଏବଂ ଜଣେ ଯୁବତୀ ଅଶ୍ଳୀଳ ଆଚରଣ ବ୍ୟସ୍ତ ଥିଲେ । ସେହି ସମୟରେ ଗାଁର କିଛି ଯୁବକ ସେମାନଙ୍କ ନିକଟକୁ ଆସି ସେମାନଙ୍କୁ ସେହି ଅବସ୍ଥାରେ ଧରିଥିଲେ । ସେମାନେ କିଛି କହିବା ଆଗରୁ ହିଁ ସେମାନଙ୍କର ଭିଡିଓ ମୋବାଇଲରେ ରେକର୍ଡିଂ ହୋଇସାରିଥିଲା । ସେହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲାରେ ।

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓ ବିହାର ଗୟା ଜିଲ୍ଲାର ବୋଲି ଜଣାପଡିଛି । ଭିଡିଓରୁ ଏହା ବୁଝାପଡୁଛି ଯେ, ଉଭୟ ପ୍ରେମୀଯୁଗଳ ନିଛାଟିଆ ସ୍ଥାନ ଦେଖି ଉଭୟ ଉଭୟଙ୍କୁ ଉପଭୋଗ କରିବାକୁ ଚାହିଁଥିଲେ । ଉଭୟ ନିଜ ନିଜ ଇଚ୍ଛାରେ ଶାରିରୀକ ସଂପର୍କ ରଖୁଥିଲେ ।

ମାତ୍ର ଏହାର ଖବର ପାଇ ସେ ସ୍ଥାନରେ ଗାଁ କିଛି ଯୁବକ ଆସି ପହଞ୍ଚି ଯାଇଥିଲେ । ଉଭୟ ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ସେମାନେ ତାଙ୍କର ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଦେଇଥିଲେ । ସେହି ଭିଡିଓକୁ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ୍ କରିଦେଇଥିଲେ ।

ଏହି ଭିଡିଓ ସଂପର୍କରେ ଥାନା ଅଧିକାରୀ କହିଛନ୍ତି ଯେ, ଭିଡିଓ ସଂପର୍କରେ ତାଙ୍କୁ ସୂଚନା ମିଳିଛି । ଘଟଣାର ଅନୁଧ୍ୟାନ ଚାଲିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।



from Prameya News7 https://ift.tt/2swW9CO
ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ପ୍ରେମୀଯୁଗଳ, ଗାଁ ଯୁବକ ଭିଡିଓ ରେକର୍ଡିଂ କରି କଲେ ଭାଇରାଲ୍ ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ପ୍ରେମୀଯୁଗଳ, ଗାଁ ଯୁବକ ଭିଡିଓ ରେକର୍ଡିଂ କରି କଲେ ଭାଇରାଲ୍ Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.