
କନକ ବ୍ୟୁରୋ : ପୁରା ଉତର ଭାରତରେ ଜାରି ରହିଛି ଶୀତ ଲହରୀ । ଆଉ ଜାମ୍ମୁକାଶ୍ମୀର ପରି ହିମାଚଳପ୍ରଦେଶରେ ବି ରହିଛି ଏହାର ପ୍ରଭାବ । ଲାଗି ରହିଛି ତୁଷାରପାତ । ଦେଶର ହିଲଷ୍ଟେସନ ଭାବେ ପରିଚିତ ହିମାଚଳର ଅନେକ ଅଂଶ ଏବେ ବରଫ ଚାଦରରେ ଘୋଡେଇ ହୋଇ ରହିଛି । ବିଶେଷ କରି ଆକର୍ଷଣର କେନ୍ଦ୍ର ପାଲଟିଛି ମନାଲି । ଶୀତ ଋତୁରେ ବରଫପାତର ମଜା ନେବାକୁ ଚଳିତ ବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପହଁଚିଛନ୍ତି ମନାଲିରେ ।
ବିଶେଷ କରି ବରଫ ଚାଦର ଭଳି ଭ୍ରମ ସୃଷ୍ଟି କରୁଛି ପୁରା ପରିବେଶ । ପାହାଡ ଉପରେ ବରଫ । ପୁରା ମାଟି ଛାଇ ରହିଛି ବରଫର ବହଳିଆ ଆସ୍ତରଣରେ । ଏହାରି ଭିତରେ ତୁଷାରପାତର ମଜାନେଉଛନ୍ତି ପର୍ଯ୍ୟଟକ ।
from Kanak News https://ift.tt/2rWLnWg https://ift.tt/36KjdfP
ଉତର ଭାରତରେ ଶୀତ ଲହରୀ ଜାରି । ପ୍ରବଳ ତୁଷାରପାତର ମଜା ଉଠାଉଛନ୍ତି ପର୍ଯ୍ୟଟକ Kanak News
Reviewed by SUBHENDU BARAL
on
December 17, 2019
Rating:
No comments: