ଅନ୍ତ ହେଲା ଖରାପ ସମୟ, ଡିସେମ୍ବର ୨୧ରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ଜ୍ବଳ

ବୃଷ, କୁମ୍ଭ :

ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟ ସାଥ୍ ଦେବ । ଭାଇ, ଭଉଣୀଙ୍କ ପୁରା ସହଯୋଗ ମିଳିବ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବାଦ ବିବାଦ ଦୂର ହୋଇପାରେ । ପ୍ରେମ ସଂପର୍କ ଅତ୍ୟନ୍ତ ନିବିଡ ହେବ । ମାଲିମୋକଦ୍ଦମା ମାମଲାର ସଫଳତା ପାଇବାର ଯୋଗ ରହିଛି । ଏମାନେ ନିଜ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ । ଆଗାମୀ ସମୟ ଏମାନଙ୍କ ପାଇଁ ଶୁଭଙ୍କର ହେବ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମମୟ ସଂପର୍କ ସ୍ଥାପନ ହେବ । ଚାକିରୀରେ ଆପଣଙ୍କ ପଦୋନ୍ନତି ହୋଇପାରେ ।

ସିଂହ, କନ୍ୟା :

ଏହି ରାଶିର ବ୍ୟକ୍ତିଙ୍କର ସମସ୍ତ ଅଧୁରା ସ୍ବପ୍ନ ପୂରା ହୋଇପାରେ । ଏମାନେ ନିଜ ଭବିଷ୍ୟତ କଥା ଚିନ୍ତା କରିପାରନ୍ତି । କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁମାନଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ଆମଦାନୀର ନୂଆ ଅବସର ସୃଷ୍ଟି ହେବ । ଆପଣଙ୍କ ନିକଟରେ ଆତ୍ମବିଶ୍ବାସ ଭରି ରହିଛି । ଆପଣ ନିଜ ମହତ୍ବ ନିଜେ ବୁଝନ୍ତୁ । ଏମାନଙ୍କର ମଧୁର କଥା କାହାର ବି ହୃଦୟ ଜିତି ପାରିବ । ଆମଦାନୀର ଅବସର ସୃଷ୍ଟି ହେବ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇପାରେ ।

ତୁଳା, ବିଛା ରାଶି :

ଏହି ରାଶିର ବ୍ୟକ୍ତିଙ୍କୁ ନିଜ ଜୀବନରେ ଉତ୍ତମ ପରିଣାମ ଦେଖିବାକୁ ମିଳିବ । ସ୍ବାସ୍ଥ୍ୟ, ଚାକିରୀ, ବ୍ୟବସାୟ କ୍ଷେତ୍ରରେ ଏମାନେ ନୂଆ କୀର୍ତ୍ତି ସ୍ଥାପିତ କରିବେ । ଏମାନେ ଜୀବନରେ ସଫଳତା ପାଇବେ । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଜୀବନରେ ବଡ ଚମତ୍କାର ଦେଖିବାକୁ ମିଳିବ । ଏମାନଙ୍କର ସମାଜରେ ମାନ ସମ୍ମାନ ଏବଂ ପଦ ପ୍ରତିଷ୍ଠା ବୃଦ୍ଧି ହେବ । ଏମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ । ଏହି ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ପାରିବାରିକ ସୁଖ, ସମୃଦ୍ଧି ବୃଦ୍ଧି ହେବ ।



from Prameya News7 https://ift.tt/2EDUyO5
ଅନ୍ତ ହେଲା ଖରାପ ସମୟ, ଡିସେମ୍ବର ୨୧ରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ଜ୍ବଳ ଅନ୍ତ ହେଲା ଖରାପ ସମୟ, ଡିସେମ୍ବର ୨୧ରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ଜ୍ବଳ Reviewed by SUBHENDU BARAL on December 20, 2019 Rating: 5

No comments:

Powered by Blogger.