ରାଉରକେଲାରେ ପୁଣି ଜିଏସଟି ରେଡ୍

ରାଉରକେଲା ୨୬।୧୧: ରାଉରକେଲାରେ ପୁଣି ଜିଏସଟି ରେଡ୍ । ଜିଏସଟି ଠକେଇ ଅଭିଯୋଗରେ ବ୍ୟବସାୟୀ ଛତର ସିଂହଙ୍କ ଘରେ ଜିଏସଟି ଟିମ୍ ପକ୍ଷରୁ ରେଡ୍ କରାଯାଉଛି । 

ସୂଚନାଯୋଗ୍ୟ ଯେ, ଜିଏସଟି ଠକେଇ ଅଭିଯୋଗରେ ବାସନ୍ତୀ କଲୋନୀସ୍ଥିତ ଜିଏମ୍‌ କ୍ବାର୍ଟର ନଂ-୬ ବ୍ୟବସାୟୀ ଛତର୍‌ ସିଂହଙ୍କ ଘରେ ରେଡ୍ ହୋଇଛି । ନକଲି  ଇନଭଏସ୍‌ ଓ ନକଲି GST  ବିଲ୍ ଦେଇ ଠକେଇ କରିଥିବା ଅଭିଯୋଗ ରେଡ୍ କରିଛି ଟିମ୍ । ଗତକାଲି ଜିଏସ୍‌ଟି ଠକେଇ, ଫେକ୍ ଇନଭଏସ ଜରିଆରେ କୋଟି କୋଟି ଟଙ୍କାର ଅଭିଯୋଗରେ ରାଉରକେଲାର ୫ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସଟି ରେଡ୍ ହୋଇଥିଲା ।  



from Prameya News7 https://ift.tt/35DsZA3
ରାଉରକେଲାରେ ପୁଣି ଜିଏସଟି ରେଡ୍ ରାଉରକେଲାରେ ପୁଣି ଜିଏସଟି ରେଡ୍ Reviewed by SUBHENDU BARAL on November 25, 2019 Rating: 5

No comments:

Powered by Blogger.