ଆଂଟିଗୁଆ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ ! ଖୁବଶୀଘ୍ର ଭାରତ ଫେରିବ ଫେରାର ମେହୁଲ ଚୌକସି । ପିଏନବି ଦୁର୍ନୀତିରେ ଦେଶ ବାହାରକୁ ଚାଲିଯାଇଛି ବ୍ୟବସାୟୀ Kanak News

କନକ ବ୍ୟୁରୋ : ଖୁବଶୀଘ୍ର ଭାରତକୁ ପ୍ରତ୍ୟାର୍ପଣ ହେବ ଭଗୋଡା ମେହୁଲ ଚୌକସି । ଏନେଇ ସୂଚନା ଦେଇଛନ୍ତି ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟିନ୍ ବ୍ରାଉନି । ପିଏନବି ଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୋକସିକୁ ଜଣେ ଠକ ଓ ବଦମାସ ବୋଲି ସେ କହିଛନ୍ତି । ଏହା ସହିତ ଚୋକସୀକୁୁ ଆଂଟିଗୁଆରେ ଭାରତୀୟ ଅଧିକାରୀ ପଚରାଉଚରା କରିପାରିବେ ବୋଲି ସେ କହିଛନ୍ତି । ୧୨ ହଜାର ୭୦୦ କୋଟିର ପିଏନବି ବ୍ୟାଙ୍କ ଋଣ ଠକେଇ ମାମଲାରେ ଭାରତ ଛାଡି ଫେରାର ହୋଇ ଆଂଟିଗୁଆରେ ଆଶ୍ରୟ ନେଇଛନ୍ତି ମେହୁଲ ଚୌକସି ।


from Kanak News https://ift.tt/2lhxoai https://ift.tt/2mKakkU
No comments: