ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଦୌଡ଼ Pradesh Pratyush

ଭୁବନେଶ୍ୱର : ୭୩ତମ ସ୍ୱାଧୀନତା ଦିବସ ଅବସରରେ ୭୩ କିଲୋମିଟର ଦୌଡ଼। ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଏଭଳି ଦୌଡ଼ିଥିଲେ ମାରାଥନ ରନର ସିଦ୍ଧାର୍ଥ ଦାସ ଏବଂ ତାଙ୍କ ସାଥୀ ।

ଏହି ଅବସରରେ ସେ କଳ୍ପନାଙ୍କ ଜନ୍ମସ୍ଥାନ ଢେଙ୍କାନାଳରୁ ଏହି ଦୌଡ଼ ଆରମ୍ଭ କରିଥିଲେ।  ଗତକାଲି ସକାଳ ୭ଟା୩୦ରେ ଦୌଡ଼ ଆରମ୍ଭ କରିଥିବାବେଳେ ସନ୍ଧ୍ୟା ସାଢେ ୬ଟାରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ କ୍ରୀଡ଼ା ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

 



from OTV Khabar. https://ift.tt/2OZrybI
ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଦୌଡ଼ Pradesh Pratyush ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଦୌଡ଼ Pradesh Pratyush Reviewed by SUBHENDU BARAL on August 15, 2019 Rating: 5

No comments:

Powered by Blogger.