ବାଲୁକା କଳାରେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମାନସ OTV KHABAR BUREAU

ପୁରୀ: ୭୩ତମ ସ୍ୱାଧିନତା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। କେବଳ ସ୍ଵାଧୀନତା ଦିବସ ନୁହେଁ ମାନସ ତାଙ୍କବାଲୁକା କଳାରେ ରାକ୍ଷୀପୂର୍ଣ୍ଣିମାର ବି ଶୁଭେଚ୍ଛା ଜଣାଇଛନ୍ତି। ୧୫ଫୁଟ ଓସାରର ଏହି ତ୍ରିରଙ୍ଗା ମାଧ୍ୟମରେ ସେ  ଭାଇଚାରା ଓ ପ୍ରେମର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ତିଆରି କରିବାକୁ ମାନସ ସାହୁଙ୍କୁ ୫ଘଣ୍ଟା ସମୟ ଲାଗିଥିଲା। ଏହା ମଧ୍ୟମରେ ସେ ଉଭୟ ସ୍ୱାଧିନତା ଦିବସ ଓ ରକ୍ଷା ବନ୍ଧନର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି।



from OTV Khabar. https://ift.tt/2KQAVoL
ବାଲୁକା କଳାରେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମାନସ OTV KHABAR BUREAU ବାଲୁକା କଳାରେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମାନସ OTV KHABAR BUREAU Reviewed by SUBHENDU BARAL on August 14, 2019 Rating: 5

No comments:

Powered by Blogger.