ଆଜି ମୁଣ୍ଡୁଳି ଅତିକ୍ରମ କରିବ ହୀରାକୁଦ ପାଣି Minati Mishra

ସମ୍ବଲପୁର:ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ମୁଣ୍ଡଳି ଅତିକ୍ରମ କରିବ। ତେବେ ଏହାଦ୍ୱାରା ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି ।

ମହାନଦୀର ଉପରମୁଣ୍ଡରେ ବର୍ଷା କମିବା ଫଳରେ କେବଳ ୧୦ଟି ଗେଟ ଦେଇ ବନ୍ୟାଜଳ ଛଡ଼ାଯାଉଛି ଗୁରୁବାର ଜଳଭଣ୍ଡାରର ୨୦ଟି ଗେଟ ଖୋଲ ଦିଆଯାଇଥିଲା। ଡ୍ୟାମରେ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବାବେଳେ ଆଜି ସକାଳେ ଜଳପତ୍ତନ ରହିଛି ୬୨୦.୧୯ ଫୁଟ୍ ।

୨୪ ଘଣ୍ଟା ଭିତରେ ବର୍ଷା ପରିମାଣ ହ୍ରାସ ପାଇଛି। ଫଳରେ ଅଧିକାଂଶ ନଦୀର ଜଳସ୍ତର କମିଛି । ତେବେ ହୀରାକୁଦରୁ ଆସିଥିବା ପାଣି ମୁଣ୍ଡଳିରେ ପହଞ୍ଚିଲେ ଏଠାରେ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ।



from OTV Khabar. https://ift.tt/2z2XwZB
ଆଜି ମୁଣ୍ଡୁଳି ଅତିକ୍ରମ କରିବ ହୀରାକୁଦ ପାଣି Minati Mishra ଆଜି ମୁଣ୍ଡୁଳି ଅତିକ୍ରମ କରିବ ହୀରାକୁଦ ପାଣି Minati Mishra Reviewed by SUBHENDU BARAL on August 16, 2019 Rating: 5

No comments:

Powered by Blogger.