ଭୁବନେଶ୍ବର ୧୩|୮: ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସକାଳ ୭ଟା ୧୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ୧୧ଟି ଜିଲ୍ଲା ହେଲା ନୂଆପଡା, ବଲାଙ୍ଗିର, ବୌଦ୍ଧ, ସୋନପୁର, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡା, ଅନୁଗୋଳ, ଦେବଗଡ, ସୁନ୍ଦରଗଡ ଏବଂ କେନ୍ଦୁଝର । ଏହି ସବୁ ଜିଲ୍ଲାରେ ଘଡଘଡି ସହ ପବନ ବର୍ଷା ହେବାର ସମ୍ଭାବନା ରହିଛି ।
from Prameya News7 https://ift.tt/2TsVPyg
ଏହି ସବୁ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି
Reviewed by SUBHENDU BARAL
on
August 12, 2019
Rating:
No comments: