ବାଲେଶ୍ବର ୧୬|୮: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର ଅବକାରୀ ଥାନା ପକ୍ଷରୁ ଚଢାଉ । ଆଜି ସକାଳୁ ୬ଟା ସମୟରେ ଜଳେଶ୍ବର ଅବକାରୀ ଥାନା ଓଆଇସି ହରପ୍ରସାଦ ରଣାଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ୍ ରାଇବଣିଆ ଥାନା ଅନ୍ତର୍ଗତ ଧାନଘେରୀ ଛକ ନିକଟରେ ଚଢଉ କରିଥିଲେ । ଗୋଟିଏ ମାରୁତି ଭ୍ୟାନରେ ପଶ୍ଚିମବଗଂରୁ ଆସୁଥିବା ୧୦୦୦ ଲିଟର ଦେଶୀମଦକୁ ଜବତ କରିବା ସହିତ ଦୁଇ ଜଣ ଯୁବକକୁ ଗିରଫ କରିଛନ୍ତି । ଗିରଫ ଦୁଇ ଯୁବକଙ୍କ ଘର ପଶ୍ଚିମବଗଂର ବୋଲି ଜଣାପଡିଛି ।
from Prameya News7 https://ift.tt/2Nc8tR7
ଅବକାରୀ ଥାନା ପକ୍ଷରୁ ଚଢାଉ, ଦେଶୀମଦ ଜବତ ସହ ଦୁଇ ଯୁବକ ଗିରଫ
Reviewed by SUBHENDU BARAL
on
August 15, 2019
Rating:
No comments: