କଟକରେ ଲଗାତାର ୩ ଜଣଙ୍କୁ ହତ୍ୟା ପରେ କମିଶନରେଟ୍‌ ପୁଲିସ୍‌ର ତତ୍ପରତା Rajalaxmi Sahoo

କଟକ: କଟକରେ ଲଗାତାର ୩ ଜଣଙ୍କୁ ହତ୍ୟା ପରେ କମିଶନରେଟ୍‌ ପୁଲିସ୍‌ର ତତ୍ପରତା ଦେଖିବାକୁ ମିଳିଛି। କମିଶନରେଟ୍ ପୁଲିସ୍‌ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।

ପୁଲିସ୍‌ ଏବଂ ସ୍ୱେଚ୍ଛାସେବୀମାନେ ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଏହାସହ ହତ୍ୟାକାରୀକୁ ଧରିବା ଲାଗି ପାଟ୍ରୋଲିଂ ବ୍ୟବସ୍ଥା ଜୋରଦାର କରାଯାଇଛି।

ଅନ୍ୟପକ୍ଷରେ ଗତ ଦୁଇଦିନ ତଳର ଘଟଣାକୁ ନେଇ ବସ୍ତି ବାସିନ୍ଦା ଓ ରାସ୍ତା କଡ଼ରେ ଆାଶ୍ରୟ ନେଉଥିବା ଶ୍ରମିକମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: କଟକରେ ଲଗାତାର ୩ଟି ହତ୍ୟା ଘଟଣା ପରେ ପୁଲିସ୍‌ର ଛାନ୍‌ଭିନ୍



from OTV Khabar. https://ift.tt/2YoWTbk
କଟକରେ ଲଗାତାର ୩ ଜଣଙ୍କୁ ହତ୍ୟା ପରେ କମିଶନରେଟ୍‌ ପୁଲିସ୍‌ର ତତ୍ପରତା Rajalaxmi Sahoo କଟକରେ ଲଗାତାର ୩ ଜଣଙ୍କୁ ହତ୍ୟା ପରେ କମିଶନରେଟ୍‌ ପୁଲିସ୍‌ର ତତ୍ପରତା Rajalaxmi Sahoo Reviewed by SUBHENDU BARAL on July 25, 2019 Rating: 5

No comments:

Powered by Blogger.