ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ୩ଜଣ ପୁଲିସ୍ ଅଧିକାରୀ ଧରା ପଡ଼ିଛନ୍ତି।
ଏହି ୩ ପୁଲିସ୍ ଅଧିକାରୀ ହେଲେ ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ଓ ସୁନୀଲ କୁମାର।
ଏକ ମାମଲାରେ ଜଣଙ୍କୁ ହଇରାଣ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଏହି ପୁଲିସ୍ ଅଧିକାରୀମାନଙ୍କୁ ଧରିଥିଲା। ଗତକାଲି ଏହି ଘଟଣା ଘଟିଛି।
from OTV Khabar. https://ift.tt/2SLK1GY
ଲାଞ୍ଚ ନେବା ବେଳେ ତିନି ପୁଲିସ୍ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ Rajalaxmi Sahoo
Reviewed by SUBHENDU BARAL
on
July 25, 2019
Rating:
No comments: