
କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ମହାଦେବଙ୍କ ଉପରେ ଜଳ ଲାଗି କରୁଛନ୍ତି କାଉଡିଆ ଭକ୍ତ । ଶିବାଳୟକୁ ଛୁଟିଛି ଭକ୍ତଙ୍କ ସୁଅ । ଆଉ ରାସ୍ତାରେ ଜମିଛି । ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ । ହର ହର ମହାଦେବ ଧ୍ୱନି ସହ ଆଗେଇ ଚାଲିଛନ୍ତି ଭକ୍ତଗଣ । ମହାଦେବଙ୍କ ଉପରେ ଜଳ ଢାଳି ପୂର୍ଣ୍ଣକରିବେ ନିଜ ମନସ୍କାମନା । ଏହି ଲକ୍ଷ୍ୟରେ ଶିବାଳୟ ମାନଙ୍କୁ ଆଗେଇ ଚାଲିଛନ୍ତି ବୋଲବମ୍ ଭକ୍ତଗଣ ।

from Kanak News https://ift.tt/2KnbL0T https://ift.tt/32WIaUl
ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ Kanak News
Reviewed by SUBHENDU BARAL
on
July 28, 2019
Rating:
No comments: