
କନକ ବ୍ୟୁରୋ : ଅଗଷ୍ଟ ୪ପର୍ଯ୍ୟନ୍ତ ସ୍ଥଗିତ ହେଲା ଅମରନାଥ ଯାତ୍ରା । ଆଗାମୀ କିଛି ଦିନ ପାଇଁ ଜମ୍ମୁକଶ୍ମୀରରେ ପାଗ ଖରାପ ରହିବାର ଆଶଙ୍କା ରହିଛି । ଆସନ୍ତା କିଛି ଦିନ ଜମ୍ମୁକଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯେଉଁଥିପାଇଁ ଜମ୍ମୁ-ଶ୍ରୀନଗରରେ ମଝି ରାସ୍ତାରେ ଅଧିକ ଭୁସ୍ଖଳନ ହେବାର ଆଶଙ୍କାକୁ ନଜରରେ ରଖି ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି । ଗତ ୩୦ଦିନ ମଧ୍ୟରେ ପାଖାପାଖି ୩ଲକ୍ଷ ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିସାରିଛନ୍ତି ।

from Kanak News https://ift.tt/2ZnbPnu https://ift.tt/2GE5Jb8
No comments: