ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌ ,ଗୋଟିଏ ପରିବାରର ୩ ମୃତ Pradesh Pratyush

କୋରାପୁଟ ( ସୂର୍ଯ୍ୟ ପଣ୍ଡା) : କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଭେଜାପୁଟ ଗାଁରେ ଅଘଟଣ।  ରାତିରେ ଗୋଟିଏ ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରର ଜଣେ ସଦସ୍ୟ। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ଲୋକେ ରାସ୍ତା ରୋକ୍‌ କରିଛନ୍ତି।



from OTV Khabar. http://bit.ly/2KRfPbx
ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌ ,ଗୋଟିଏ ପରିବାରର ୩ ମୃତ Pradesh Pratyush ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌ ,ଗୋଟିଏ ପରିବାରର ୩ ମୃତ Pradesh Pratyush Reviewed by SUBHENDU BARAL on June 14, 2019 Rating: 5

No comments:

Powered by Blogger.