୨୦୧୯ ଅନ୍ତରୀଣ ବଜେଟ୍ ମୁଖ୍ୟାଂଶ : ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ ୧|୨:  ୨୦୧୯ ଅନ୍ତରୀଣ ବଜେଟ୍ ଅଭିଭାଷଣର ରଖୁଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ।

-ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ ।

-ଶ୍ରମିକଙ୍କୁ ୭ହଜାର କୋଟି ଟଙ୍କାର ବୋନସ୍ ।

-୧୫ହଜାର ପର୍ଯ୍ୟନ୍ତ ଆୟ କରୁଥିବା ଶ୍ରମିକଙ୍କୁ ମିଳିବ ଫାଇଦା ।

-ଉପକୃତ ହେବେ ୧୦କୋଟି ଶ୍ରମିକ ।

-ଦେଶରେ ମୋଦି ସରକାର ଲାଗୁ କରିଛନ୍ତି ଜିଏସଟି ବ୍ୟବସ୍ଥା ।

-୧୨ଲକ୍ଷ କୋଟି ଟ୍ୟାକ୍ସ ଆଦାୟ ହୋଇଛି ।

-ପ୍ରତିରକ୍ଷା ବଜେଟର କଳେବର ୩ ଲକ୍ଷ କୋଟି ଟପିଲା ।

-ଓଆରଏପି ପାଇଁ ୩୫ହଜାର କୋଟି ବ୍ୟୟବରାଦ ।

-ଟ୍ୟାକ୍ସ ସ୍ଲାବ୍ ରେ ପରିବର୍ତ୍ତନ ।

-ବଢିଲା ଆୟକର ଛାଡ ସୀମା ।

-ଆୟକର ଛାଡ ସୀମା ୫ଲକ୍ଷକୁ ହେଲା ବୃଦ୍ଧି ।

-୫ଲକ୍ଷ ଆୟ ପର୍ଯ୍ୟନ୍ତ ଦେବାକୁ ପଡିବନାହିଁ ଟାକ୍ସ ।



from News7 http://bit.ly/2HJhT5l
୨୦୧୯ ଅନ୍ତରୀଣ ବଜେଟ୍ ମୁଖ୍ୟାଂଶ : ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ ୨୦୧୯ ଅନ୍ତରୀଣ ବଜେଟ୍ ମୁଖ୍ୟାଂଶ : ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ Reviewed by SUBHENDU BARAL on February 01, 2019 Rating: 5

No comments:

Powered by Blogger.