ଭୁବନେଶ୍ବର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ

ଭୁବନେଶ୍ବର ୧|୨:  ଭୁବନେଶ୍ବର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଛି । ଷ୍ଟେସନରେ ଥିବା ଯାତ୍ରୀ ବିଶ୍ରାମଗାର ବାହାରେ ନିଆଁ ଲାଗିଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ । ସକାଳ ପ୍ରାୟ ୮ଟାରେ ହଠାତ୍‌ ନିଆଁ ଲାଗିଥିବା ଜଣାପଡିଛି । ବିଶ୍ରାମ ଗୃହ ଭିତରେ ଧୂଆଁ ପଶିଯିବାରୁ ବାହାରକୁ ବାହାରି ଆସିଥିଲେ ଯାତ୍ରୀ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।



from News7 http://bit.ly/2sX3KqZ
ଭୁବନେଶ୍ବର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ ଭୁବନେଶ୍ବର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ Reviewed by SUBHENDU BARAL on February 01, 2019 Rating: 5

No comments:

Powered by Blogger.