ଶିଶୁଙ୍କ ସମ୍ବୋଧିତ କଲେ ନବୀନ OTV KHABAR BUREAU

cm

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି।

୧୫ଟି ଦେଶରୁ ୮୦୦ରୁ ଅଧିକ ଶିଶୁ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଯୋଗ ଦେଇଥିଲା ଶିଶୁ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି।

ଖଣ୍ଡଗିରି ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା  ଶିଶୁମାନଙ୍କ ମଧ୍ୟରେ ପ୍ରତିଭା ଓ ଦକ୍ଷତା ବିକଶିତ କରିବା।



from OTV Khabar http://bit.ly/2AhJHHX
ଶିଶୁଙ୍କ ସମ୍ବୋଧିତ କଲେ ନବୀନ OTV KHABAR BUREAU ଶିଶୁଙ୍କ ସମ୍ବୋଧିତ କଲେ ନବୀନ OTV KHABAR BUREAU Reviewed by SUBHENDU BARAL on December 27, 2018 Rating: 5

No comments:

Powered by Blogger.