କାର୍ ସହ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା; ଗୋଟିଏ ପରିବାରର ୬ଜଣ ଗୁରୁତର

ରେଢାଖୋଲ ୩୧|୧୨:  କାର୍‌ ଓ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । କାର୍‌ରେ ଥିବା ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି । ୫୫ ନମ୍ବର ଜାତୀୟ ରାଜପଥ ଚାରମାଳ ନିକଟରେ ହୋଇଛି ଦୁର୍ଘଟଣା । ପ୍ରଥମେ ସମସ୍ତଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡର ଜ୍ୟେତିପାତ୍ର ତାଙ୍କ ପରିବାର ସହ ଭୁବନେଶ୍ବର ଆସୁଥିବା ବେଳେ ଆଜି ସକାଳେ ରେଢାଖେ।ଲ ୫୫ ନମ୍ବର ଜାତୀୟ ରାଜପଥ ନେରେ। ବ୍ରିଜ୍ ନିକଟରେ ତାଙ୍କ କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଗ୍ୟାସ ଟ୍ୟାଙ୍କର ।



from News7 http://bit.ly/2Ao9kGV
କାର୍ ସହ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା; ଗୋଟିଏ ପରିବାରର ୬ଜଣ ଗୁରୁତର କାର୍ ସହ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା; ଗୋଟିଏ ପରିବାରର ୬ଜଣ ଗୁରୁତର Reviewed by SUBHENDU BARAL on December 31, 2018 Rating: 5

No comments:

Powered by Blogger.