କେନାଲ ବନ୍ଧରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଗତସିଂହପୁର ୨୮|୧୨:  ଜଗତସିଂହପୁର ଜିଲ୍ଲା ବାଲିକୁଦା ବଜାର ନିକଟସ୍ଥ ଏକ କେନାଲ ବନ୍ଧରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ମାନେ ପହଞ୍ଚି ଶିଶୁଟିକୁ ସେଠାରୁ ଉଦ୍ଧାର କରିବା ସହ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଶିଶୁଟିର ସ୍ବାସ୍ଥ୍ୟ ଭଲ ଥିବା ଡାକ୍ତର କହିଛନ୍ତି । ଶିଶୁଟିକୁ କେହି ମେଡିକାଲରେ ପ୍ରସବ କରିବା ପରେ ରାସ୍ତା କଡରେ ଫିଙ୍ଗି ଦେଇ ଚାଲି ଯାଇଥିବାର ଅନୁମାନ କରାଯାଉଛି ।



from News7 http://bit.ly/2ThXiWP
କେନାଲ ବନ୍ଧରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କେନାଲ ବନ୍ଧରୁ ନବଜାତ ଶିଶୁ କନ୍ୟା ଉଦ୍ଧାର Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.