
ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। କ୍ୟାମେରା ଡ୍ରୋନ୍ ଉଡ଼ାଉଥିବା ୮ ଯୁବକଙ୍କୁ ପୁଲିସ୍ ଅଟକ ରଖିଛି। ଏମାର ମଠ ଛାତ ଉପରେ ୮ ଜଣ ଯୁବକ ଡ୍ରୋନ୍ ଉଡ଼ାଉଥିବା ଅଭିଯୋଗ ହୋଇଛି।
ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ସର୍ଟ ଫିଲ୍ମ ପାଇଁ ସେମାନେ ଡ୍ରୋନ୍ ଉଡ଼ାଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ବ୍ୟାନ୍ ହୋଇଛି।
from OTV Khabar https://ift.tt/2PW5j2j
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ OTV KHABAR BUREAU
Reviewed by SUBHENDU BARAL
on
October 26, 2018
Rating:
No comments: