ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର ୨୪/୧୦ : ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ ପଟ୍ଟନାୟକ | ଓଡିଶାରେ ଅପରାଧିକ ମାମଲାର ଇନଭେସ୍ଟିଗେସନ ପାଇଁ ସିବିଆଇକୁ ମ୍ୟାନେଜ କରାଯାଇଥିଲା | ଯେଉଁଥିପାଇଁ ଚିଟଫଣ୍ଡ ତଦନ୍ତରେ ବଡ ସଫଳତା ମିଳିଲା ନାହିଁ ବୋଲି ସେ ତାଚ୍ଛଲ୍ୟ କରି କହିଛନ୍ତି | ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ | ଏବେ ନାଗେଶ୍ବର ରାଓଙ୍କୁ ଦାୟିତ୍ବ ଦିଆଯାଇଛି | ସେ ସିବିଆଇର ସମ୍ମାନ ରଖୁଛନ୍ତି କି ନାହିଁ ତାହା ଦେଖିବା କଥା ବୋଲି ସେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |



from News7 https://ift.tt/2q67JA2
ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ ପଟ୍ଟନାୟକ ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ ପଟ୍ଟନାୟକ Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.