ଅନୁଗୁଳ ୨୨/୧୦ : ସାତକୋଶିଆରେ ୪ ଜଣ ବନ କର୍ମଚାରୀ ନିଖୋଜ ଥିବା ଜଣାପଡିଛି | ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପରେ ନିୟୋଜିତ ଥିଲେ ଏହି ୪ ବନ କର୍ମଚାରୀ | ଗତ ୨୦ ତାରିଖରୁ ଲୋକଙ୍କ ସୁରକ୍ଷା ପାଇଁ ସାତକୋଶିଆକୁ ଯାଇଥିଲେ ୪ ଜଣ କର୍ମଚାରୀ | ୪ ବନ କର୍ମଚାରୀ ସ୍ଥାନୀୟ ବନ ବିଭାଗର ବୋଲି ସୂଚନା ମିଳିଛି | କର୍ମଚାରୀ ନିଖୋଜ ଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ |
from News7 https://ift.tt/2Ez5C1W
ସାତକୋଶିଆରେ ୪ ବନ କର୍ମଚାରୀ ନିଖୋଜ
Reviewed by SUBHENDU BARAL
on
October 22, 2018
Rating:
No comments: