ଯାଜପୁର ୨୩/୧୦: ଏନ.ଏଚ୍ ୫ ଭାକୁଡ଼ ଛକ ନିକଟରେ ଜାତୀୟ ରାଜପଥ କଡ଼ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ମହିଳାଙ୍କ ପରିଚୟ ମିଳି ପାରିନାହିଁ। ବାଲିଚନ୍ଦ୍ରପୁର ପୋଲିସକୁ ଖବର ଦିଆଯାଇଥିଲାବେଳେ ପୋଲିସ୍ ଆସି ମୃତ ଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।
from News7 https://ift.tt/2SaNpKK
ଭାକୁଡ଼ ଛକ ନିକଟରେ ହାତଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
Reviewed by SUBHENDU BARAL
on
October 23, 2018
Rating:
No comments: